Jump to content

ବିରି ବଡ଼ି

ଉଇକିଅଭିଧାନ‌ରୁ

ବିରି ବଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଭିନ୍ନ ଆକୃତି ବିଶିଷ୍ଟ ବଟା ବିରିର ଆତପଶୁଷ୍କ ବର୍ତ୍ତୃଳ ପିଣ୍ଡ (ଏହା ବ୍ୟଞ୍ଜନ ରୂପେ ବ୍ୟବହୃତ ହୁଏ) Sun-dried balls of Biri paste used for curry.

[ଦ୍ରଷ୍ଟବ୍ୟ —ବିରି ବଟା ସଙ୍ଗେ ପାଣିକଖାରୁ ବାଟି ବଡ଼ି ପ୍ରସ୍ତୁତ କଲେ ତାକୁ କଖାରୁ ବଡ଼ି, ବୋଇତି କଖାରୁ ଆଦିର ମଞ୍ଜି ଦେଲେ ତାକୁ ମଞ୍ଜି ବଡ଼ି; ରାଶି ଦେଲେ ରାଶି ବଡ଼ି, ମୂଳା ଦେଲେ ମୂଳା ବଡ଼ି ବୋଲାଯାଏ]