ବିରି ବାଡ଼ିଆ
ଦେଖଣା
ବିରି ବାଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିରି ବାଡ଼ିଆ
|
(ବିରି ମାଡ଼—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିରି ଛୁଇଁରୁ ବିରିକୁ ପୃଥକ୍ କରିବା ନିମନ୍ତେ ବଡ଼ ଠେଙ୍ଗାରେ ଛୁଇଁଲାଗିଥିବା ଗଛମାନଙ୍କୁ ଏକତ୍ର ବାଡ଼େଇବା —୧. To stick the harvested Biri plants to make the grains separeted from the pods.
- ୨. (ଲକ୍ଷଣାର୍ଥ) (ବିରିକୁ ଠେଙ୍ଗାରେ ନିର୍ଧୁମ ପ୍ରହାର କରିବା ପରି) ନିର୍ଧୁମ ମାଡ଼; ଗୋଗଛ ବାଡ଼ିଆ — ୨. Copious beating; sound thrashing.