Jump to content

ବିରି ବାଡ଼ିଆ ଦେଖଖି କୋଳଥ ଚମକିବା ନ୍ୟାୟ

ଉଇକିଅଭିଧାନ‌ରୁ

ବିରି ବାଡ଼ିଆ ଦେଖଖି କୋଳଥ ଚମକିବା ନ୍ୟାୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(କୋଳଥ ଛୁଇଁକୁ ଖରାରେ ଶୁଖାଇଲେ ତାହା ବିରି ଛୁଇଁ ଅପେକ୍ଷା ଶୀଘ୍ର ଫାଟି ଯାଇ ତହିଁରୁ କୋଳଥ ଶସ୍ୟଯାକ ବାହାରି ପଡ଼େ ବିରି ଆଗେ ବିଲରୁ ଆମଦାନୀ ହୁଏ, ପରେ କୋଳଥ ଆମଦାନୀ ହୁଏ କୋଳଥ ଛୁଇଁ ବିରିଛୁଇଁ ଅପେକ୍ଷା ସହଜରେ ଫାଟି ଯିବାରୁ ଲୋକ ମନେ କରନ୍ତି ଯେ ବିରି ବାଡ଼ିଆ ଦେଖି କୋଳଥ ଶସ୍ୟଯାକ ବିରି ଛୁଇଁ ପରି ପ୍ରହାର ଖାଇବା ଭୟରେ ଆଗରୁ ମନକୁ ଫାଟିଯିବା)

ଜଣେ ଅପରାଧୀ ବ୍ୟକ୍ତିକୁ ମାଡ଼ ଦେଲେ ତାହାର ସଙ୍ଗୀ— ମାନଙ୍କ ମନରେ ଆଶୁ ପ୍ରାହାରର ଆଶଙ୍କା ଉପସ୍ଥିତ ହେବା ସ୍ଥଳରେ ଏ ତଗ ବୋଲାଯାଏ

(ଅର୍ଥାତ୍ ଜଣକ ଉପରେ ମାଡ଼ ହେବାର ଦେଖି ତାହାର ସଙ୍ଗୀମାନେ ମାଡ଼ ନ ଖାଉଣୁ ଦୋଷ ସ୍ୱୀକାର କରି ପ୍ରହାର ଜର୍ଜରିତ ସଙ୍ଗୀତ ଦଶାରୁ ରକ୍ଷା ପାଆନ୍ତି) —An analogy applied to cases where birds of the same feather (e.g. co-accused) become enevated and do confess their guilt on seeing their companions being beaten.