Jump to content

ବିରି ମୁଠିଆ ଘୋଷା

ଉଇକିଅଭିଧାନ‌ରୁ

ବିରି ମୁଠିଆ ଘୋଷା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଠ ମନେ ରହିବା ପାଇଁ ପାଠକୁ ବାରମ୍ୱାର ଘୋଷିବାର ପ୍ରଣାଳୀବିଶେଷ — A mode of persistent and repeated learning a thing by heart for as many times as three are grains in the hand.

[ଦ୍ରଷ୍ଟବ୍ୟ —ହାତରେ ମୁଠାଏ ବିରି ଧରି ଥରେ ଘୋଷିବା ପରେ ମୁଠାରୁ ଗୋଟିଏ ବିରି କଢ଼ା ଯାଏ; ଏହିପରି ଗୋଟି ଗୋଟି ହୋଇ ମୁଠାକ ଯାକ ବିରି ହାତରୁ ନିଃଶେଷ ହେବା ଯାଏ ପାଠ ଘୋଷିବାକୁ ବିରିମୁଠିଆ ଘୋଷା ବୋଲାଯାଏ]