ବିରୁଡ଼ିମୁହାଁ
ଦେଖଣା
ବିରୁଡ଼ିମୁହାଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିରୁଡ଼ିମୁହାଁ
|
[ବିରୁଡ଼ି(ଳି)ମୁହୀଁ—ସ୍ତ୍ରୀ]
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯାହାର ମୁହଁରେ ସବୁବେଳେ କ୍ରୋଧର ଲକ୍ଷଣ ପ୍ରକାଶିତ ହେଉଥାଏ— କ୍ରଦ୍ଧମୁଖ —Having a wrathful countenance.
ବିରୁଡ଼ିମୁହାଁ
|
[ବିରୁଡ଼ି(ଳି)ମୁହୀଁ—ସ୍ତ୍ରୀ]
ଯାହାର ମୁହଁରେ ସବୁବେଳେ କ୍ରୋଧର ଲକ୍ଷଣ ପ୍ରକାଶିତ ହେଉଥାଏ— କ୍ରଦ୍ଧମୁଖ —Having a wrathful countenance.