Jump to content

ବିରୁଡ଼ି ମାଇଲା ଭଳି ହେବା

ଉଇକିଅଭିଧାନ‌ରୁ

ବିରୁଡ଼ି ମାଇଲା ଭଳି ହେବା

ଉଚ୍ଚାରଣ

[ସମ୍ପାଦନା]

(ବିରୁଡ଼ି ମାରିବି [ଲା]ଭଳି ହେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବିରୁଡ଼ି ମନୁଷ୍ୟକୁ ନାହୁଡ଼ିଦ୍ୱାରା ଆଘାତ କଲେ ମନୁଷ୍ୟ ଯେଉଁ ପରି ଅସ୍ଥିର ହୁଏ ସେହିପରି ଅସ୍ଥିରତା ପ୍ରକାଶ କରିବା — ୧. To be restless like a person stung by wasps.
୨. ଚିଡ଼ିଚିଡ଼ି ହେବା —୨. To be peevish; to be in sulks; o be irritated; to warm up.