Jump to content

ବିରୁତ

ଉଇକିଅଭିଧାନ‌ରୁ

ବିରୁତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ବି+ରୁ ଧାତୁ=ଶବ୍ଦ କରିବା+ଭାବ. ତ)

[ସମ୍ପାଦନା]
୧. ସ୍ୱର; ରବ —୧. Sound; voice.
୨. ପକ୍ଷୀର କୂଜନ —୨. The note or cooing of a bird.
୩. ଅବ୍ୟକ୍ତ ଧ୍ୱନି —୩. Inaudible or muffled sound; whisperings.
୪. କଳରବ —୪. Murmuring sound.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

କୂଜିତ —Uttered (said of a tone).