Jump to content

ବିରୁଦ୍ଧରେ

ଉଇକିଅଭିଧାନ‌ରୁ

ବିରୁଦ୍ଧରେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ବିରୁଦ୍ଧେ—ଅନ୍ୟରୂପ)

ସଂସ୍କୃତ - କ୍ରି.ବିଶେଷଣ -

[ସମ୍ପାଦନା]

ବିପକ୍ଷରେ —Againist; in opposition to.

(ଯଥା—ତାଙ୍କ ବିରୁଦ୍ଧରେ ମୋର ଗୋଟିଏ ଗୁହାରି ଅଛି)

[ଦ୍ରଷ୍ଟବ୍ୟ —ବିରିଦ୍ଧ ଶବ୍ଦ ସାଧାରଣତଃ ବିଶେଷଣ ପଦ ଥିବାରୁ 'ତାଙ୍କ ବିରୁଦ୍ଧରେ' ବ୍ୟବହାର ଦୋଷଯୁକ୍ତ ଅଟେ; କିନ୍ତୁ ବିରୁଦ୍ଧ ଶବ୍ଦର 'ବିରୋଧ' ଅର୍ଥ କେତେକ ସଂସ୍କୃତ କୋଷ (ଯଥା—ଆପ୍ତେ)ରେ ଦେଖାଯିବାରୁ ଏ ବ୍ୟବହାର ଦୋଷାବହ ନୁହେ]