ବିରୁଦ୍ଧ ମତିକାରିତା
ଦେଖଣା
ବିରୁଦ୍ଧ ମତିକାରିତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶବ୍ଦ ଦୋଷବିଶେଷ —A defect in literary compositlon.
[ଉ— "ଏଣେ କରେ ବୋଳି ଅମର ପଦ୍ୟାଂଶରେ ବିରାଜନ୍ତି ଚନ୍ଦ୍ରଚୂଡ଼ ଚୁଡ଼ାମଣି" ଶଂସିତ ପଦ୍ୟାଂଶରେ ଚନ୍ଦ୍ରଚୁଡ଼ଙ୍କର ଚୂଡ଼ାମଣୀ କହିବାଦ୍ୱାରା ବୋଧ ହେଉଅଛି ସତେ ଯେପରି ଚନ୍ଦ୍ର ଛଡ଼ା ଅନ୍ୟ କିଛି ମହାଦେବଙ୍କର ଶିରୋଭୂଷଣ କିନ୍ତୁ ଚନ୍ଦ୍ର ଏଠାରେ ବର୍ଣ୍ଣନୀୟ ବୋଲି ବିରୁଦ୍ଧ ମତିକାରିତା ଦୋଷ ହୋଇଅଛି]