Jump to content

ବିରୁଦ୍ଧ ରସାଙ୍ଗ ବର୍ଣ୍ଣନା

ଉଇକିଅଭିଧାନ‌ରୁ

ବିରୁଦ୍ଧ ରସାଙ୍ଗ ବର୍ଣ୍ଣନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରସଦୋଷ ବିଶେଷ —A defect barṇṇanā in literary sentiment,

[ଦ୍ରଷ୍ଟବ୍ୟ —କୌଣସି ରସରେ ଯେବେ ତଦ୍ୱିରୋଧୀ ରସର ବିଭାବାଦି ପରିଗୃହୀତ ହୁଏ, ତାହାହେଲେ ବିରୁଦ୍ଧ ରସାଙ୍ଗ ବର୍ଣ୍ଣନା ନାମକ ଦୋଷ ହୁଏ]