ବିରୁପ
ଦେଖଣା
ବିରୁପ
ଉଚ୍ଚାରଣ
[ସମ୍ପାଦନା](ବିରୁପକ—ଅନ୍ୟରୂପ)
(ବିରୁପା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବି=ନିନ୍ଦିତ+ରୂପ=ଆକୃତ)
[ସମ୍ପାଦନା]କୁରୂପ; କୁତ୍ସିତ —୧. Ugly-looking.
(ଉ—ବୃଷାଳି ବଞ୍ଚ, ବିରୂପ କି ଠିକ ବଡ଼ାଇ ସମ୍ୱାଦ— ଭଞ୍ଜ. ବୈଦେହୀଶବିଳାସ)
- ୨. ପ୍ରତିକୂଳ —୨. A deverse; opposite.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପିପଳୀମୂଳ — ୧. The root of long pepper.
- ୨. ସୁଗନ୍ଧ— ରାଜ ଗୁଳ୍ମ —୨. Name of a flower plant.