ବିରୁପାକ୍ଷ
ଦେଖଣା
ବିରୁପାକ୍ଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହ; ବିରୂପ=କୁତ୍ସିତ+ଅକ୍ଷି; ଯାହାଙ୍କର ତିନିଗୋଟି ଆଖି ଥିବାରୁ ଯେ କୁତ୍ସିତ ଦେଖା— ଯାଆନ୍ତି)
[ସମ୍ପାଦନା]- ୧. ମହାଦେବ; ତ୍ରିଲୋଚନ —୧. Ṡiba.
- ୨. ବ୍ରହ୍ମାଙ୍କ ମସ୍ତକରୁ ଜାତ ରୁଦ୍ରବିଶେଷ —୨. Name of a class of Rudra Deities.
- ୩. ରାକ୍ଷାସବିଶେଷ —୩. Name of a demon.
(ଉ—ବିରୁପାକ୍ଷ ସ୍ଥାନେ ଦରଶବଦ ଯେ ଦ୍ୱିବିଧ ଅର୍ଥରେ ଘୋଟି—ଭଞ୍ଜ. ବୈଦେହୀଶ ବିଳାସ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]କୁତ୍ସିତ ବା ବିକୃତ ଚକ୍ଷୂବିଶିଷ୍ଟ — Having an ugly eye or eyes
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ —A name given to males.