Jump to content

ବିରେଚକ

ଉଇକିଅଭିଧାନ‌ରୁ

ବିରେଚକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ରିଚ୍ ଧାତୁ ଣିଜନ୍ତି, ରେଚି ଧାତୁ=ନିଃସାରଣ କରିବା+କର୍ତ୍ତୃ. ଅକ)

[ସମ୍ପାଦନା]

ଭେଦକାର; ଯାହା ସେବନ କଲେ ଝାଡ଼ା ହୁଏ; ଜୁଲାପ —Purgative.