Jump to content

ବିରେଚନ

ଉଇକିଅଭିଧାନ‌ରୁ

ବିରେଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ରିଚ୍ ଧାତୁ+ଭାବ. ଅନ)

[ସମ୍ପାଦନା]

ମଳ ନିଃସରଣ; ଝାଡ଼ା ହେବା —Purging; passing of stools.

ସଂସ୍କୃତ - ବିଶେଷଣ - (ବି+ରିଚ୍ ଧାତୁ+କର୍ତ୍ତ. ଅନ)

[ସମ୍ପାଦନା]

ବିରେଚକ —Purgative.