Jump to content

ବିରୋକ

ଉଇକିଅଭିଧାନ‌ରୁ

ବିରୋକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ରୁଚ୍ ଧାତୁ=ଦୀପ୍ତୀ ପାଇବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଛିଦ୍ର; ଗର୍ତ୍ତ; ବିବର —୧. Hole.
୨. ସୂର୍ଯ୍ୟ— କିରଣ —୨. The rays of the sun.