ବିରୋଚନ
ଦେଖଣା
ବିରୋଚନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ରୁଚ୍ ଧାତୁ= ଦୀପ୍ତି ପାଇବା+କର୍ତ୍ତୃ. ଅନ)
[ସମ୍ପାଦନା]- ୧. ସୂର୍ଯ୍ୟ —୧. The sun.
- ୨. ଚନ୍ଦ୍ର —୨. The moon.
- ୩. ଅଗ୍ନି —୩. Fire.
- ୪. ପ୍ରହ୍ଲାଦଙ୍କ ପୁତ୍ର ଓ ବଳି ରାଜାଙ୍କ ପିତା —୪. Father of king Baḻi.
- ୫. ଅର୍କ ଗଛ —୫. Calotropis Gigantea (plant).
- ୬. ଫଣଫଣା; ଶ୍ୟେନାକ— ବୃକ୍ଷ —୬. Bignonia Indica (tree).
- ୭. ଘୃତ କରଞ୍ଜ —୭. A plant.
- ୮. ରୋହିତକ ବୃକ୍ଷ — ୮. A tree; Andersonia Rohitaka.
- ୯. ବଡ଼ବାଗ୍ନି —୯. Submarine fire.
ଦେଶଜ - ବିଶେଷଣ -
[ସମ୍ପାଦନା]ଅରୁଚିକର —Disgusting to the taste; distasteful
(ଉ—ବିରୋଚନ ଏ ବିଶିଷ୍ଟ ମନକୁ
ଭଞ୍ଜ. ବୈଦେହୀଶବିଳାସ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ହସନ୍ତିକାଗ୍ନି;ଉମ୍ହେଇ ନିଆଁ —The fire of a brazier.
(ଉ—ବାତନାସାନଳୀ ଯୋଗେ ତହିଁ, ବିରୋଚନ ଅତି ଜ୍ୟୋତି ଏଣୁ ବହି ଭଞ୍ଜ, ବେଦେହୀଶବିଳାସ)