Jump to content

ବିରୋଚନ ନାରୀ

ଉଇକିଅଭିଧାନ‌ରୁ

ବିରୋଚନ ନାରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିରୋଚନ+ ନାରୀ)

[ସମ୍ପାଦନା]

ବିରୋଚନର ସ୍ତ୍ରୀ; ମାଳତୀ କନ୍ୟା — The wife of Birochana.

[ଉ—ବିରୋଚନକାରୀ ଛଦ୍ମେ ହୋଇ ହରି ତା ଜୀବ ଯେମନ୍ତହରି ଭଞ୍ଜ. ବୈଦେହୀଶବିଳାସ]

[ଦ୍ରଷ୍ଟବ୍ୟ —ପୁରାଣରେ ବର୍ଣ୍ଣିତ ଅଛି ବିରୋଚନ ରାକ୍ଷସକକୁ ବଧ କରିବା ପାଇଁ ଭଗବାନ୍ ମାୟାରେ ମାଳତୀ କନ୍ୟାରୂପ ଧାରଣ କରି ତାହାର ସ୍ତ୍ରୀ ହୋଇଥିଲୋ]