Jump to content

ବିରୋଧକ

ଉଇକିଅଭିଧାନ‌ରୁ

ବିରୋଧକ

ଉଚ୍ଚାରଣ

[ସମ୍ପାଦନା]
(ବିରୋଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ ରୁଧ୍ ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ବିବାଦ—କାରୀ —୧. Disputing.
୨. କଳିହା —୨. Quarrelsome.
୩. ମାମଲାବାଜ୍ —୩. Litigious.