Jump to content

ବିରୋଧନ

ଉଇକିଅଭିଧାନ‌ରୁ

ବିରୋଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅନ)

[ସମ୍ପାଦନା]

ବିରୋଧ (ଦେଖ) - —Birodha (See).

ସଂସ୍କୃତ - ବିଣ—(ବି+ରୁଧ୍+ କର୍ତ୍ତୃ. ଅନ)

[ସମ୍ପାଦନା]
୧. ବିରୋଧକାରକ —୧. Obstructing.
୨. ବିବାଦକାରୀ —୨. Disputing.
୩. କଳହକାରୀ —୩. Quarrelling.