Jump to content

ବିରୋଧାକ୍ତି

ଉଇକିଅଭିଧାନ‌ରୁ

ବିରୋଧାକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମ. ପ. ଲୋ; ବିରୋଧଜନକ ଉକ୍ତି;ବିରୋଧ+ଉକ୍ତି)

[ସମ୍ପାଦନା]
୧. ବିରୋଧାଭାସ (ଦେଖ) - —୧. Birodhābhāsa (See)
୨. କଟୁ କଥା —୨. Harsh speech.

[ଉ—ବିରୋଧେକ୍ତି ନ ଭାଷିବେ ଅନୁରୋଧରୁ—ଭଞ୍ଜ. ବୈଦେହୀଶବିଳାସ]

୩. ବିପ୍ରଳାପ (ଦେଖ) - —୩. Bipraḻāapa (See).
୪. ଅନର୍ଥକ—ବିବାଦ (ଶବ୍ଦ କଳ୍ପଦ୍ରୂମ) —୪. Vain dispute.