ବିରୋଧାଭାସ
ଦେଖଣା
ବିରୋଧାଭାସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ବିରୋଧ+ଅଭାସ)
[ସମ୍ପାଦନା]A figure of speech in which there is apparent contradiction.
[ଦ୍ରଷ୍ଟବ୍ୟ —ଯେଉଁଠାରେ ବର୍ଣ୍ଣନା ପ୍ରକୃତରେ ପରସ୍ପର ବିରୋଧୀ ନଥାଇ ଆପାତତଃ ବିରୋଧୀ ବୋଲି ଜଣାଯାଏ ସେଠାରେ ଏହି ଅଳଙ୍କାର ହୁଏ; ଯଥା—ଭାବୁଛି ହେବାକୁ ସେତ ଏ ରୂପ ବିଧୂର, ନ ଭାବୁଛି ସେ ହେବାକୁ ଏ ରୂପ ବିଧୂର; ଭାବୀ ନ ଭାବି ସେ ଧାରୀ; ଶୋକ ପାଶୋରା ହେଲାଣି ଅଶୋକ ପାଶୋରୀ— ଗୋଲକ—ଇନ୍ଦୁ ରେଖା]