Jump to content

ବିରୋଧିବା

ଉଇକିଅଭିଧାନ‌ରୁ

ବିରୋଧିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ବି+ରୁଧ୍ ଧାତୁ)

[ସମ୍ପାଦନା]
୧. ବିରୋଧ କରିବା —୧. To obstruct.
୨. ନିଷେଧ କରିବା; ମନା କରିବା —୨. To forbid.

[ଉ—ବିରୋଧିରେ ଶୁଣି ସେ ବାଣୀ ଲକ୍ଷ୍ମଣ, କି ବିଭା ନ ଜାଣି ଜନକ ଭଞ୍ଜ. ବୈଦେହୀଶବିଳାସ]