Jump to content

ବିରୋଧୀ

ଉଇକିଅଭିଧାନ‌ରୁ

ବିରୋଧୀ

ଉଚ୍ଚାରଣ

[ସମ୍ପାଦନା]
(ବିରୋଧିନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିରୋଧିନ; ବିରୋଧ+ ଅସ୍ତ୍ୟର୍ଥେ. ଇନ୍, ୧ମା. ୧ବ)

[ସମ୍ପାଦନା]
୧. ବିରୋଧକାରୀ —୧. Disputing;opposing.
୨. ପ୍ରତିକୂଳ;ବିରୁଦ୍ଧ —୨. Opposed to.
୩. ବିପକ୍ଷ; ଶତ୍ରୁତାପନ୍ନ —୩. Inimical.
୪. ବିନାଶକ —୪. Destroying;destructive.

[ଉ—ବନରୁହରୁ ଜନମ ହୋଇ ତୁଷାର, ବିରୋଧୀ ନାହିଁ ଅଧିକେ ଦିଶି ରୁଚିର ଭଞ୍ଜ. ବୈଦେହୀଶବିଳସ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବତ୍ସର ବିଶେଷ —

Name of a particular year.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅପର ପକ୍ଷୀୟ ବ୍ୟକ୍ତି —୧. A person belonging to the other party.
୨. ଶତ୍ରୁ —୨. Enemy

ଦେଶଜ - ବିଣ—(କଚିରିଆ)

[ସମ୍ପାଦନା]

ବିରୋଧ (ଦେଖ) - —Birodhi (See)