ବିରୋଧ କରିବା
ଦେଖଣା
ବିରୋଧ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିରୋଧ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବିବାଦ କରିବା —୧. To dispute.
- ୨. ନିଷେଧ କରିବା —୨. To forbid; to prohibt.
- ୩. ଅଟକ କରିବା;ବାଧା ଦେବା —୩. To obstruct; to hinder.
- ୪. କଳି ଲଗାଇବା —୪. To quarrel.