Jump to content

ବିରୋଧ ପରିହାର

ଉଇକିଅଭିଧାନ‌ରୁ

ବିରୋଧ ପରିହାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ବିରୋଧ+ ପରିହାର)

[ସମ୍ପାଦନା]
୧. ବିବାଦ ତ୍ୟାଗକରଣ —୧. Giving up a dispute or quarrel.
୨. ବୈପରୀତ୍ୟର ପରିତ୍ୟାଗ —୨. Removal of a contradiction or oppasition.