Jump to content

ବିରୋଧ ଭଞ୍ଜନ

ଉଇକିଅଭିଧାନ‌ରୁ

ବିରୋଧ ଭଞ୍ଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ବିରୋଧ+ ଭଞ୍ଜନ)

[ସମ୍ପାଦନା]
୧. ବିବାଦ ମେଣ୍ଟିଯିବା —୧. The settlement of a dispute.
୨. ଅନ୍ୟମାନଙ୍କ ମଧ୍ୟରେ ଥିବା ବିରୋଧକକୁ ମେଣ୍ଟାଇ ଦେବା —୨. Settling a dispute between others.