Jump to content

ବିଲକ୍ଷ

ଉଇକିଅଭିଧାନ‌ରୁ

ବିଲକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଲକ୍ଷ ଧାତୁ=ଦେଖିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ବିସ୍ମୟାପନ୍ନ; ଚମତ୍କୃତ —୧. Astonished.
୨. ଅଚିହ୍ନିତ —୨. Not marked.
୩. ଅନୁର୍ଦ୍ଦିଷ୍ଟ —୩. Untraced.
୪. ଅନିଶ୍ଚିତ —୪. Uncertain.
୫. ନିର୍ଗୁଣ —୫. Worthles; devoid of any quality.
୬. ଲଜ୍ଜିତ —୬. Ashamed.
୭. ପ୍ରକୃତି— ବିରୁଦ୍ଧ —୭. opposed to one's nature.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ (ସଂସ୍କୃତ - ବିଲକ୍ଷଣ)

[ସମ୍ପାଦନା]
୧. ଅନୁପମ —୧. Incomparable.

(ଉ—ବିଲକ୍ଷ ଏତେ ହରି ବନ୍ଦେ ପାଦେଶଜ - ଭଞ୍ଜ.ବୈଦେହୀଶବିଳାସ)

୨. ଅସାଧାରଣ —୨. Uncommon; extraordinary.
୩. ଅସଂଖ୍ୟ —୩. Innumerable.

(ଉ—ବିଲକ୍ଷ ଲକ୍ଷ ଋକ୍ଷ ଜ୍ୟୋତି ପ୍ରଚାର, ନିଶାଚର ଖଗକୁଳ ଭଞ୍ଜ. ବୈଦେହୀଶବିଳାସ)