ବିଲକ୍ଷଣ
ଦେଖଣା
ବିଲକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିଲକ୍ଷଣ
|
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବି=ନାହିଁ+ଲକ୍ଷଣ=ଚିହ୍ନ; ସ୍ୱରୂପ)
[ସମ୍ପାଦନା]- ୧. ଅସାଧାରଣ; ଅସାମାନ୍ୟ —୧. Uncommon; extraordinary.
- ୨. ବିଶିଷ୍ଟ —୨. Particular.
(ଉ—ବିଲକ୍ଷଣ ବନ ବିହାର ଉତ୍ସବ ବେଳେ,ଯା ଦେଲୁ ପାଶୋରିରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ବ ଗୀତା)
- ୩. ସ୍ୱତନ୍ତ୍ର; ଭିନ୍ନ; ପୃଥକ୍ —୩. Separate.
- ୪. ପରୀକ୍ଷକ; ଦର୍ଶକ —୪. Examining; visiting.
- ୫. ସ୍ପଷ୍ଟ —୫. Clear.
- ୬. ଅତି ସୁନ୍ଦର —୬. Very fine.
- ୭. ଉତ୍କୃଷ୍ଟ —୭. Excellent.
- ୮. ବିପରୀତ —୮. Opposite.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଉତ୍ତମରୂପେ —୧. Very well.
- ୨. ସୁନ୍ଦର—ରୂପେ —୨. Nicely.
- ୩. ସ୍ପଷ୍ଟଭାବରେ —୩. Clearly.