ବିଲକ୍ଷିବା
ଦେଖଣା
ବିଲକ୍ଷିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ବି+ ଲକ୍ଷ ଧାତୁ)
[ସମ୍ପାଦନା]- ୧. ତୁଳନା - ନାରେ ହେୟ ଜ୍ଞାନ କରିବା —୧. To judge a thing as unerserving of comparrision.
- ୨. ଦେଖିବା —୨. To see.
[ଉ— ବିଲକ୍ଷିରେ ଲଙ୍କାଗଡ଼ ପାତାଳର ପରି—ଭଞ୍ଜ. ବୈଦେହୀଶ—ବିଳାସ]
- ୩. ପରୀକ୍ଷା କରିବା —୩. To examine.
- ୪. ନିରେଖି ଦେଖିବା —୪. To obserrve; to mark.