Jump to content

ବିଲଗ

ଉଇକିଅଭିଧାନ‌ରୁ

ବିଲଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବିଲଗ୍ନ)

[ସମ୍ପାଦନା]
୧. ବିଲଗ୍ନ; ଅଲଗା —୧. Separate.

[ଉ—ବିକ୍ଷୋଜ ଯେ ନିନ୍ଦୁ, ବନ୍ଧୁ ଆଲିଙ୍ଗନେ ବିଲଗ ହୃଦୁଁ—ଭଞ୍ଜ. ବୈଦେହିଶବିଳାସ

୨. ଆଲିଙ୍ଗନେ ବିଲଗ ଦୁହୁଁ —୨. Unconnected.
୩. ବିତାଡ଼ିତ —୩. Driven away; expelled.

[ଉ—ବିଲଗ କରି, ରଖି ନ ଦେଲା କଟକରେ—ଭଞ୍ଜ. ବୈଦେହୀଶ— ବିଳାସ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସଂଯୋଗର ଅଭାବ —Want of connection.