Jump to content

ବିଲଗନ

ଉଇକିଅଭିଧାନ‌ରୁ

ବିଲଗନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ)ବିଶେଷଣ - (ସଂସ୍କୃତ - ବିଲଗ୍ନ)

[ସମ୍ପାଦନା]
୧. ବିଶେଷରୂପେ ସଂଯୁକ୍ତ; ଦୃଢ଼ଲଗ୍ନ —୧. Well—connected; intimately attached.

[ଉ—ବିଲଗନ ତଳରେ ଉପରେ ରମ୍ଭା ସ୍ଥିତି—ଭଞ୍ଜ. ବୈଦେହୀଶବିଳାସ]

୨. ଅସଂ— ଯୁକ୍ତ —୨. Unconnected.