Jump to content

ବିଲଙ୍ଘିତ

ଉଇକିଅଭିଧାନ‌ରୁ

ବିଲଙ୍ଘିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଲନ୍ଘ୍ ଧାତୁ=ଭାଙ୍ଗିଯିବା+କର୍ମ. ତ)

[ସମ୍ପାଦନା]
୧. ଅତିକ୍ରାନ୍ତ; ଉଲ୍ଲଙ୍ଘିତ —୧. Overtopped; passed over.
୨. ଅବଜ୍ଞାତ —୨. Disobeye; disregarded.