Jump to content

ବିଲଙ୍ଘିବା

ଉଇକିଅଭିଧାନ‌ରୁ

ବିଲଙ୍ଘିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ବିଲଙ୍ଘନ)

[ସମ୍ପାଦନା]

ଉଲ୍ଲଙ୍ଘନ କରିବା; ଉପରେ ଡ଼େଇଁବା —To jump over.

[ଉ—ବେଗରେ ବିଲଙ୍ଘନ କରି ସିନ୍ଧୁ ଯେ— ଭଞ୍ଜ. ବୈଦେହୀଶବିଳାସ]