ବିଲଜ୍ଜ
(ବିଲଜ୍ଜା—ସ୍ତ୍ରୀ)
ନିର୍ଲଜ୍ଜ; ଲଜ୍ଜାହୀନ —Shameless.
[ବିହଗରତି ବିଲୋକ; ବିଲଜ୍ଜ ଲୋକ ତୁ ଭଞ୍ଜ. ବୈଦେହୀସବିଳାସ]