Jump to content

ବିଲଫାର୍ମ

ଉଇକିଅଭିଧାନ‌ରୁ

ବିଲଫାର୍ମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବିଲ୍ଫ(ଫା)ରମ୍—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବିଲ୍+ଫର୍ମ)

[ସମ୍ପାଦନା]

ବିଲ୍ ଲେଖାଯିବା ପାଇଁ ଛାପା ହୋଇଥିବା ପତ୍ର —Bill-form.

[ଦ୍ରଷ୍ଟବ୍ୟ —ଏ ଫର୍ମରେ ବିଲ୍ରେ ଲେଖା ହେବା ପାଇଁ ଭିନ୍ନ ଭିନ୍ନ ହେଡ଼ିଙ୍ଗ ବା ଶିରୋନାମା ମୁଦ୍ରିତ ହୋଇଥାଏ ବିଲ୍ ପୂରଣକାରୀ ଉକ୍ତ ହେଡ଼ିଙ୍ଗମାନଙ୍କ ତଳେ ଜ୍ଞାତବ୍ୟ ବିଷୟ ବା ସଂଖ୍ୟାମାନ ପୂରଣ କରନ୍ତି]