Jump to content

ବିଲମାଛ

ଉଇକିଅଭିଧାନ‌ରୁ

ବିଲମାଛ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଲ୍ଲ+ମତ୍ସ୍ୟ)

[ସମ୍ପାଦନା]

ବର୍ଷାଦିନେ ଧାନ୍ୟକ୍ଷେତ୍ର ଓ ପୁଷ୍କରିଣା ଆଦି ଜଳପୂର୍ଣ୍ଣ ହେବା ସମୟରେ ଯେଉଁ କ୍ଷୁଦ୍ର ମାଛମାନେ ପୋଖରୀରୁ ଉଠିଆସି ଧାନବିଲ ଆଦିରେ ବିଚରଣ କରନ୍ତି ଓ ବିଲରୁ ପାଣି ଶୁଖିଗଲେ ଲୋକେ ଯେଉଁଗୁଡ଼ିକୁ ଧରନ୍ତି —Small fishes caught from paddy fields when the rain water is dried up.

(ଉ—ନନା ବାୟା ହୋ ! ମୋର ବୋଲ ଶୁଣ୍, ବିଲ ମାଛ ଚିଲ ଖାଇଗଲେ ଧଉଳି ଖଣ୍ଡିଏ ବୁଣ୍—ଶିଶୁଗୀତ)

[ଦ୍ରଷ୍ଟବ୍ୟ —ପାଣି ଶୁଖିଗଲେ ଯେଉଁ ମାଛଗୁଡ଼ିକ ବିଲର ଏକ ଅଂଶରେ ରହିଯାଆନ୍ତି, ସେଗୁଡ଼ିକୁ 'କଣ ମାଛ' ବା 'କଣ ମଛା' ବୋଲାଯାଏ]