Jump to content

ବିଲମ୍ୱ

ଉଇକିଅଭିଧାନ‌ରୁ

ବିଲମ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଲମ୍ୱ୍ ଧାତୁ=ଲମ୍ୱିବା+ଭାବ. ଅ)

[ସମ୍ପାଦନା]
୧. ତଳକୁ ଲମ୍ୱିବା; ଝୁଲିବା; ଓହଳିବା — ୧. Hanging down.
୨. (+କର୍ତ୍ତୃ. ଅ) ନୁଡ଼ୁକା;ଝୁଲ—୨. Pendant.

ଦେଶଜ - ବିଶେଷଣ -

[ସମ୍ପାଦନା]

ବିଲମ୍ୱିତ —Hanging down.