Jump to content

ବିଲମ୍ୱାଇବା

ଉଇକିଅଭିଧାନ‌ରୁ

ବିଲମ୍ୱାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ବିଲମିବାର ଣିଜନ୍ତ)

[ସମ୍ପାଦନା]
୧. ବିଶେଷ ରୂପେ ଲମ୍ୱାଇବା —୧. To suspend.
୨. ଧାରଣ କରିବା —୨. To hold.

[ଉ—ବାଳା ଯେ ! ବିଲମ୍ୱାଇ ବେନି ପ୍ରଦୀପ ଭଞ୍ଜ. ବୈଦେହୀଶ— ବିଳାସ]

୩. ମାଳାଦ୍ୱାରା ଭୂଷିତ କରିଦେବା —୩. To cedeck with a garland; to put on a garland.

[ଉ—ବନମଲ୍ଲୀମାଳା କରି ରଚନ, ବିଲମ୍ୱଇ କଣ୍ଠରେ କଲେ ଚିହ୍ନ ଭଞ୍ଜ. ବୈଦେହୀଶବିଳାସ]