Jump to content

ବିଲାଙ୍ଖିବା

ଉଇକିଅଭିଧାନ‌ରୁ

ବିଲାଙ୍ଖିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ବିଲଙ୍କା; ରାମଚନ୍ଦ୍ର ଯେପରି ବିଲଙ୍କାନଗରକୁ ଧ୍ୱଂସ କରିଥିଲେ, ସେହିପରି କରିବା)

[ସମ୍ପାଦନା]
୧. ସୁସଜ୍ଜିତ ପଦାର୍ଥକୁ ଘାଣ୍ଟିବା; ଅଲରା ବା ଅଳିଆ କରିବା; ଲେଞ୍ଜେରାମେଞ୍ଜେରା କରିବା — ୧. To disorganise or spoil a good arrangement.
୨. ନଷ୍ଟ କରିବା; ଛାରଖାର କରିବା —୨. To depradate; to lay waste.