ବିଲାତି
ଦେଖଣା
ବିଲାତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ବିଲାଇ(ଏ)ତି—ଅନ୍ୟରୂପ]
ବୈଦେଶିକ - ବିଶେଷଣ - (ଆ)
[ସମ୍ପାଦନା]- ୧. ବିଲାତବାସୀ; ଇଂଲଣ୍ଡୀୟ; ଇଂଲଣ୍ଡବାସୀ —୧. English
- ୨. ଇଉରୋପୀୟ; ସାହାବାନୀ —୨. European.
- ୩. ଇଂଲଣ୍ଡରେ ଉତ୍ପନ୍ନ —୩. Produced in England.
- ୪. ଇଂଲଣ୍ଡରେ ପ୍ରସ୍ତୁତ —୪. Of English make.
- ୫. ପ୍ରଥମେ ବିଲାତରୁ ଅର୍ଥାତ୍ ବିଦେଶରୁ ଏ ଦେଶକୁ ଆନୀତ —୫. Originally brought from a foreign country.
[ଦ୍ରଷ୍ଟବ୍ୟ —ଯେଉଁ ଫଳ, ଫୁଲ ଓ ଗଛ ଆଦି ପୂର୍ବେ ଏ ଦେଶରେ ଉତ୍ପନ୍ନ ହେଉ ନ ଥିଲା ଓ ଯାହା ବିଦେଶରୁ ଆସି ଏ ଦେଶରେ ଚଳିଅଛି, ତାହାକୁ ସାଧାରଣ ଲୋକେ ବିଲାତି ବୋଲି କହନ୍ତି ଯଥା—ବିଲାତି ଆଳୁ, ବିଲାତି ବାଇଗଣ, ବିଲାତି ବାଇଗବା, ବିଲାତି ଦଳ ଇତ୍ୟାଦି]