ବିଲାତି ଆଳୁ
ଦେଖଣା
ବିଲାତି ଆଳୁ
ଉଚ୍ଚାରଣ
[ସମ୍ପାଦନା]ବିଲାଇତି ଆଳୁ, ବିଲାଏତି ଆଳୁ, ବିଲେଇତି ଆଳୁ—ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବିଲାତି ଆଳୁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଙ୍ଗନାଦି ବର୍ଗର ଗୁଳ୍ମ ଓ ତାହାର ଚେରରେ ଜାତ ଫଳ; ଗୋଲ ଆଳୁ —Potato.
[ଦ୍ରଷ୍ଟବ୍ୟ — ଏହା ପ୍ରଥମେ ଆମେରିକାରୁ ଇଂଲଣ୍ଡକୁ ଆସିଥିଲା ଓ ପରେ ଇଂଲଣ୍ଡରୁ ଏ ଦେଶକୁ ଆସିଥିଲା ଏହା ଦୁଇ ପ୍ରକାର—(୧) ବିଲାତି ଆଳୁ (୨) ବମ୍ୱେ ବା ନାଇନିତାଳ ଆଳୁ]