Jump to content

ବିଲାତି କୁକୁର

ଉଇକିଅଭିଧାନ‌ରୁ

ବିଲାତି କୁକୁର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବହୁ ପ୍ରକାରର ବିଦେଶୀୟ କୁକୁର — ୧. British or European dogs.

[ଦ୍ରଷ୍ଟବ୍ୟ —ଏମାନଙ୍କୁ ସଉକିରେ ବା ଶିକାର କରିବାକୁ ବଡ଼ଲୋକେ ପାଳନ୍ତି ଏମାନେ ନାନା ଶ୍ରେଣୀର, ନାନା ଆକାରର ଓ ନାନା ରଙ୍ଗର ଅଛନ୍ତି ଯଥା—ଡାହାଳ, ଟେରିଅର୍, ସ୍ପାନିଏଲ୍, ମୂଷୀ— ଇତ୍ୟାଦି]

୨. ବିଦେଶୀ କୁକୁରଙ୍କ ଠାରୁ ଏ ଦେଶରେ ଜାତ କୁକୁର —୨. Dog of foreign or English breed.