ବିଲାତି କୟାଁ
ଦେଖଣା
ବିଲାତି କୟାଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଲାତି କୟାଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିଦେଶାଗତ କଣ୍ଟକ ବୃକ୍ଷ ବିଶେଷ — Inga Dulcis; A kind of thorny tree.
[ଦ୍ରଷ୍ଟବ୍ୟ —ଏ ଗଛ ଉଚ୍ଚରେ ୧୫: ଫୁଟ୍ ପର୍ଯ୍ୟନ୍ତ ବଢ଼େ; ଦୁର୍ଭେଦ୍ୟ କଣ୍ଟକମୟ ବାଡ଼ ପାଇଁ ଏ ଗଛ ଲଗାଯାଏ ଏଥିର ଫଳ ତିନ୍ତୁଳି ପରି, କିନ୍ତୁ କୁଣ୍ଡଳାକାର ଫଳର ଚୋପା ତଳେ ଈଷତ୍ ମିଷ୍ଟ ଧଳା ଶସ ଥାଏ ଏଥିର ମଞ୍ଜି ଚେପଟା ଓ କଳା]