ବିଲାତି ଚାକୁଣ୍ଡା
ଚାକୁଣ୍ଡା ଗଛର ପତ୍ର ପରି ପତ୍ରବିଶିଷ୍ଟ ବୃହତ୍ ବୃକ୍ଷବିଶେଷ —Dalbergia Lanceolaria.
[ଦ୍ରଷ୍ଟବ୍ୟ —ଏହା ବିଦେଶରୁ ଅଣାଯାଇ ଏ ଦେଶକୁ ସଡ଼କ କିନାରରେ ଲଗା ହୋଇ ଅଛି ଏଥିର କାଠ ଧଳା ଓ ମଞ୍ଜ କଳା, ଡ଼ାଳ ମସକା, ଏ କାଠ ଭଲ ଜଳେ]