Jump to content

ବିଲାତି ପାଣି

ଉଇକିଅଭିଧାନ‌ରୁ

ବିଲାତି ପାଣି

ଉଚ୍ଚାରଣ

[ସମ୍ପାଦନା]

(ବିଲାତିସୁଧା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବ୍ୟଙ୍ଗ)

[ସମ୍ପାଦନା]

ନାଲି ପାଣି; ବିଲାତି ମଦ; ବରାଣ୍ଡୀ — Foreign wine or spirit.

(ଯଥା—ବ୍ରାଣ୍ଡୀ, ହ୍ୱିସ୍କୀ, ପୋର୍ଟ, ସେରୀ, ବିଅର୍, ଏଲ୍)