Jump to content

ବିଲାତି ବାଇଗଣ

ଉଇକିଅଭିଧାନ‌ରୁ

ବିଲାତି ବାଇଗଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବିଲାଇ(ଏ)ତି ବାଇଗଣ, ବିଲେଇତି ବାଇଗଣଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ବିଦେଶାଗତ ବୃକ୍ଷ ଓ ତହିଁର ଫଳ; ଟମାଟୋ —Tomato; Lycopersicum Esculentum

(ଦ୍ର—ଏହାର ଫଳ ପାଚିଲେ ଲାଲବର୍ଣ୍ଣ ଦେଖାଯାଏ ଓ ଅଳ୍ପଖଟା ହୁଏ ଏହାକୁ ତରକାରୀ କରାଯାଏ ଫଳ— ଗୁଡ଼ାକ ଦହିଖୁଆ ପରି ଚିରୁଡ଼ାଯୁକ୍ତ ଏହା ଶୀତଦିନରେ ଫଳେ ଏହି ଗଛ ଉଚ୍ଚରେ ୨ ହାତ ପର୍ଯ୍ୟନ୍ତ ବଢ଼େ ଏହି ଗଛର କାଣ୍ଡ ଲୋମଶ ଏଥିରେ କଣ୍ଟା ନାହିଁ ଏହା ଦକ୍ଷିଣ ଆମେରିକାର ଗଛ)