ବିଲାତି ବାଇଗେବା
ଦେଖଣା
ବିଲାତି ବାଇଗେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିଲାତି ବାଇଗେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଛୋଟ ଓ ନାଲି ବାଇଗବା ଗୁଳ୍ମ — Jatropha Gossifolia; jatropha Multifia (Kirtikar).
(ଦ୍ର—ଏହା ଦକ୍ଷିମଆମେରିକାସ୍ଥ ବ୍ରାଜିଲ ଦେଶର ଗଛ ଏ ଦେଶରେ ଏହା ବନ୍ୟ ହୋଇଯାଇଅଛି ଏହା ପଡ଼ିଆରେ ମନକୁ ଉଠେ ଏହା ଉଚ୍ଚରେ ଦୁଇ ହାତ ପର୍ଯ୍ୟନ୍ତ ବଢ଼େ ଦାନ୍ତକାଠିରୂପେ ବ୍ୟବହୃତ ହୁଏ ଏହାର ଫୁଲ ଲାଲବର୍ଣ୍ଣ ଫଳ ବାଇଗବା ଫଳ ପରି ଯାଜପୁର ଅଞ୍ଚଳରେ ଏହାକୁ ଲଙ୍କା ଆମ୍ୱ କହନ୍ତି)