ବିଲାତି ମଦ
ଦେଖଣା
ବିଲାତି ମଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଲାତି ମଦ
|
(ବିଲାତି ସରାପ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବରାଣ୍ଡି; ବିଲାତି ବା ବିଦେଶରୁ ଆମ ଦେଶକୁ ଆମଦାନି କରାଯାଉଥିବା ମଦ —Brandy; foreign liquors.
(ଦ୍ର—ଏ ଦେଶରେ ଚାଉଳ ସିଝା ଆଦିକୁ ବୈଜ୍ଞାନିକ ପ୍ରକ୍ରିୟାରେ ବାହାର କରାଯାଉଥିବା ମଦକୁ ଅରଖି ବୋଲାଯାଏ)