ବିଲାତି ମଦରଙ୍ଗା
ବିଦେଶାଗତ ଶାକବିଶେଷ —A kind of potherb planted in gardens for ornamental borders.
(ଦ୍ର—ବଗିଚାରେ ହିଡ଼ମାନଙ୍କ ପାଖରେ ସୌନ୍ଦର୍ଯ୍ୟ ବୃଦ୍ଧ ନିମନ୍ତେ ଏ ଶାକ ଲଗାଯାଏ ଏଥରେ ପତ୍ରମାନ ନାଲି ଓ ସବୁଜବର୍ଣ୍ଣ ଓ ଚିତ୍ରିତା)