Jump to content

ବିଲାତି ମାଟି

ଉଇକିଅଭିଧାନ‌ରୁ

ବିଲାତି ମାଟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚିନା ମାଟି; ଚିନି ମାଟି —୧. Kiolin; China clay.

[ଦ୍ରଷ୍ଟବ୍ୟ —ଏକପ୍ରକାର ଧଳା ମାଟି; ଏଥିରୁ କାଚ ପରି ବାସନ ତିଆରି ହୁଏ]

୨. ବିଲାତରୁ ଆମଦାନି ପଥର ଚୂନ ବିଶେଷ —୨. Cement.

[ଦ୍ରଷ୍ଟବ୍ୟ —ଏଥିରେ ପାଣି ମିଶାଇ କୌଣସି ସ୍ଥାନରେ ବୋଳି ଦେଲେ ୨ ଘଣ୍ଟା ମଧ୍ୟରେ ଏହା ପଥର ପରି ଟାଣ ହୋଇଯାଏ]

୩. ସାଜୀମାଟି ଖାରୀ ମାଟି — Alkaline earth; fuller's earth.